ଭୁବନେଶ୍ୱର: ଝାରପଡ଼ା ବ୍ରିଜ୍ ନିକଟରେ ଦୁଇ ଟ୍ରେନ୍ ମୁହାଁମୁହିଁ ହୋଇଥିବା ସୂଚନା। ଗୋଟିଏ ଟ୍ରାକ୍ରେ ଦୁଇ ଟ୍ରେନ୍ ମୁହାଁମୁହିଁ ହୋଇଥିଲେ। ସଫେଇ ପାଇଁ ଯାଉଥିଲା ଟ୍ରେନ୍। ଟ୍ରେନ୍ ରେ ଯାତ୍ରୀ ନଥିବା ଜଣାପଡ଼ିଛି। ଗୋଟିଏ ଟ୍ରେନ୍ ମଞ୍ଚେଶ୍ୱରରୁ ଭୁବନେଶ୍ୱର ଷ୍ଟେସନ୍ ଆସୁଥିଲା। ଆଉ ଏକ ଟ୍ରେନ୍ ଭୁବନେଶ୍ୱର ଷ୍ଟେସନରୁ ସଫେଇ ପାଇଁ ମଞ୍ଚେଶ୍ୱର ଯାଉଥିଲା। ଉଭୟ ଟ୍ରେନ୍ର ଲୋକୋ ପାଇଲଟ୍ ସୁରକ୍ଷିତ ଅଛନ୍ତି।
powered by social2s

