କେନାଲରେ ପଶିଗଲା ହାଇଓ୍ବା, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜିଲ୍ଲା ବାରଙ୍ଗ ଷଣ୍ଢପୁର ନିକଟରେ କେନାଲରେ ପଶିଗଲା ହାଇଓ୍ବା। ରାସ୍ତା କଡ଼ରେ ଏକ ଗଛକୁ ଧକ୍କା ଦେଇ ପୁରୀ ମୁଖ୍ୟ କେନାଲରେ ପଶିଗଲା ହାଇଓ୍ବା। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର।

powered by social2s