ଲଗାଣ ବର୍ଷାରେ ଭୁଶୁଡ଼ିଲା ବ୍ରିଜ ୱାଲ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଲଗାଣ ବର୍ଷାରେ ଭୁଶୁଡ଼ିଲା ବ୍ରିଜ ୱାଲ୍। ଭାଙ୍ଗିଲା ପୁରୀ ଜିଲ୍ଲା ଡେଲାଙ୍ଗ ଡାକପଡ଼ା ଲୁଣା ନଦୀ ଉପରେ ଥିବା ବ୍ରିଜ। ଉଦ୍‌ଘାଟନ ପୂର୍ବରୁ ୱାଲ ଭୁଶୁଡ଼ିଥିବା ଅଭିଯୋଗ କଲେ ସ୍ଥାନୀୟ ଲୋକେ। ୨୦ ଫୁଟ ତଳକୁ ପଥର ୱାଲ ଧସିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୬ କୋଟି ଟଙ୍କା ଖର୍ଚ୍ଚରେ କରାଯାଇଥିଲା ପଥର ୱାଲ।

powered by social2s