ପାଲଲହଡା: ଅନୁଗୁଳ ଜିଲ୍ଲା ମାଲ୍ୟଗିରି ପାହାଡ଼ରୁ ୨୨ ଘଣ୍ଟା ପରେ ୩ ଯୁବକ ଉଦ୍ଧାର ହୋଇଛନ୍ତି। ଗତକାଲି କେନ୍ଦୁଝରର ୭ ଜଣିଆ ପର୍ଯ୍ୟଟକ ଦଳ ମାଲ୍ୟଗିରି ଚଢ଼ିଥିଲେ। ଖୁଲୁଡି ଶିବ ମନ୍ଦିର ନିକଟରୁ ଚଢ଼ିଥିଲେ ପର୍ଯ୍ୟଟକ। ଅଗ୍ନିଶମ ବାହିନୀ ପକ୍ଷରୁ ବହୁ ଖୋଜାଖୋଜି ପରେ ୩ ଯୁବକ ଉଦ୍ଧାର ହୋଇଥିବା ସୂଚନା।
powered by social2s

