ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ଖୋଲିଲା ସମ୍ବଲପୁର ଜିଲାରେ ଥିବା ହୀରାକୁଦ ଜଳଭଣ୍ଡାରର ଗେଟ୍‌। ୭ ନମ୍ବର ଗେଟ୍‌ ଦେଇ ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ । ପ୍ରଥମ ଗେଟ୍‌ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ବରେ ୩ ଓ ଡାହାଣ ପାର୍ଶ୍ବରେ ଗୋଟିଏ ଗେଟରେ ଜଳ ନିଷ୍କାସନ ହେଉଛି । ଆଜି ଆଉ ୫ଟି ଗେଟ୍‌ ଖୋଲାଯିବ ନେଇ ସୂଚନା ମିଳିଛି।

powered by social2s