ଅନୁଗୋଳ: ସମ୍ବଲପୁର ପରେ ଅନୁଗୋଳ ଜିଲ୍ଲା କୋର୍ଟକୁ ବୋମା ଧମକ ଆସିଛି। ସମ୍ବଲପୁର କୋର୍ଟ ପରିସରରେ ବଢ଼ିଲା ସୁରକ୍ଷା। ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକପୂର୍ଣ୍ଣ ଇ-ମେଲ୍। ମେଲ୍ ପାଇବା ପରେ କୋର୍ଟ ପରିସର କରାଗଲା ଖାଲି। କୋର୍ଟ ପରିସରରେ ବମ୍ ଓ ଡଗ୍ ସ୍କ୍ଵାଡ୍ ପକ୍ଷରୁ ଯାଞ୍ଚ କରାଯାଇଛି।
powered by social2s

