ଆଣ୍ଟିବାୟୋଟିକ୍‌ ମେଡିସିନ୍‌ରେ ପୋକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଉଦଳା: ନିରାମୟରେ ପୋକରା ଔଷଧ ମିଳୁଥିବା ଅଭିଯୋଗ ଆସିଛି।

ମୟୁରଭଞ୍ଜ ଜିଲ୍ଲା ଉଦଳା ମେଡିକାଲ୍‌ରୁ ଆଣିଥିବା ଔଷଧରୁ ବାହାରିଲା ପୋକ। ବେଗୁନିଆଡ଼ିହା ଗାଁର ଜଣେ ନାବାଳକ ଥଣ୍ଡା ଜ୍ୱର ପାଇଁ ଔଷଧ ଆଣିଥିଲେ।

ତେବେ ଆଣ୍ଟିବାୟୋଟିକ୍‌ ମେଡିସିନ୍‌ ଷ୍ଟ୍ରିପ ଖୋଲିବା ପରେ ପୋକ ବାହାରିଥିବା ଅଭିଯୋଗ କଲେ ପରିବାର ଲୋକେ ।

powered by social2s