ସମ୍ବଲପୁର: ସମ୍ବଲପୁର ପଡ଼ିଆବାହାଲ ବାରିବନ୍ଦ ନିକଟରେ ଥିବା ଏକ ରାସ୍ତାକଡ଼ ଘର ଭିତରକୁ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ଜଣେ ମହିଳା ପ୍ରାଣ ହରାଇଥିବା ବେଳେ ତାଙ୍କ ଅଢେଇ ବର୍ଷର ଶିଶୁ ଗୁରୁତର ଆହତ ହୋଇଥିବା ସୂଚନା। ଦୁର୍ଘଟଣା ପରେ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ।
powered by social2s