ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବାର ଭଟ୍ଟାରିକା ମନ୍ଦିର ଗର୍ଭଗୃହରେ ପଶିଲା ବନ୍ୟାପାଣି। ମନ୍ଦିର ଭିତରେ ୫ ଫୁଟ୍ ବନ୍ୟାଜଳ ପ୍ରବାହିତ ହେଉଛି। ରତ୍ନଗିରି ପାହାଡ଼ ଉପର ସର ଘରକୁ ଦେବୀ ଭଟ୍ଟାରିକାଙ୍କୁ ସ୍ଥାନାନ୍ତର କରାଯାଇଛି।
powered by social2s