ଭୟ କଲେ କରୋନା ବଢିବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର:  କରୋନା ସଂପର୍କରେ ମାନସିକ ରୋଗୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ସାରଦା ସ୍ୱାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, କରୋନା କୁ ଆଦୌ ଭୟ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

 

ଭୟଭୀତ ହେଲେ ଏହା ଅଧିକ ଆକ୍ରମାଣାତ୍ମକ ହେବ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବ। 

 

ତେଣୁ ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ। ଶାରୀରିକ ପରିଶ୍ରମ କରନ୍ତୁ। 

କରୋନା ରେ ଉଭୟ ସାଧାରଣ ଲୋକ ଓ ମାନସିକ ରୋଗୀ ମଧ୍ୟ ଔଷଧ ସେବନ କରିପାରିବେ। 

ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ ଓ ୱକ୍ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

 

powered by social2s