୧୨ ଘଣ୍ଟିଆ ସଇଁତଳା ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଟିଟିଲାଗଡ଼: ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ଜିଲ୍ଲା ସଇଁତଳା ବନ୍ଦ ଡାକରା ଦିଆଯାଇଛି ।

ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ସଇଁତଳା ମିଳିତ ମଞ୍ଚର ବନ୍ଦ ଡାକରା ଦେଇଛି।

ବନ୍ଦ ଯୋଗୁଁ ସ୍କୁଲ୍, କଲେଜ, ସରକାରୀ ଓ ବେସରକାରୀ ଅଫିସ, ଦେକାନ ବଜାର ବନ୍ଦ ରହିଛି।

powered by social2s