ଭୁବନେଶ୍ୱର : ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱରରେ ସର୍ବାଧିକ ୧୦୭.୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାଜପୁର ଜେନାପୁରରେ ୧୦୬.୮, ପଟ୍ଟାମୁଣ୍ଡାଇରେ ୧୦୦ ମିମି ବର୍ଷା, ମାହାଙ୍ଗା ୯୨, ନିଶ୍ଚିତକୋଇଲି, ୮୨, କଣ୍ଟାପଡ଼ା ୮୧ ମିମି ବର୍ଷା ଭଣ୍ଡାରିପୋଖରୀ ୮୦, ସୁକିନ୍ଦା ୭୬, ଯାଜପୁର ୭୫ ମିମି ବର୍ଷା ରେକର୍ଡ ହୋଇଛି।
powered by social2s

