ସ୍କୁଲ୍‌ ପାଚେରୀ ଭାଙ୍ଗି ୨ ଛାତ୍ର ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଲମତାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ କସନ୍ଦୀ ପଞ୍ଚାୟତ କାଲାଡ଼ି ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ୍‌ ପାଚେରୀ ଭାଙ୍ଗି ୨ ଛାତ୍ର ଆହତ ହୋଇଛନ୍ତି। ଆହତ ୨ ଛାତ୍ରଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ଷା ଯୋଗୁଁ ପାଚେରୀ ଭୁସୁଡ଼ିଥିବା ସୂଚନା।

powered by social2s