ଫୁଲୁଛି ସାଳନ୍ଦୀ ଓ ବୈତରଣୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଫୁଲୁଛି ସାଳନ୍ଦୀ ଓ ବୈତରଣୀ ନଦୀ। ଉଭୟ ନଦୀ ବିପଦ ସଙ୍କେତ ତଳେ ଥିଲେ ବି ବୃଦ୍ଧି ପାଉଛି ଜଳସ୍ତର। ଭଦ୍ରକ ଜିଲ୍ଲା ରାଜଘାଟରେ ସାଳନ୍ଦୀର ବିପଦ ସଙ୍କେତ ୧୭ ଫୁଟ୍, ଏବେ ୧୬ ଫୁଟ୍‌ରେ ପ୍ରବାହିତ ହେଉଛି। ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ୧୮.୩୩ ମିଟର ରହିଛି। ଏବେ ବୈତରଣୀ ବନ୍ୟା ଜଳ ୧୭.୩୩ ମିଟରରେ ପ୍ରବାହିତ ହେଉଛି। ଭଦ୍ରକ ବ୍ଲକର ଏକାଧିକ ପଞ୍ଚାୟତ ଓ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।

powered by social2s