ଭୁବନେଶ୍ୱର : ଉଦଯାପିତ ହେଲା ଦିଲ୍ଲୀ ଏନସିଆରରେ ଆୟୋଜିତ ୨ଦିନିଆ ଇନଭେଷ୍ଟର୍ସ ମିଟ୍। ବିଭିନ୍ନ ଶିଳ୍ପ ସଂସ୍ଥା ସହ ଆଲୋଚନା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ୬୬,୩୯୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଦିଆଯାଇଛି। ୩୮ଟି ଏମ୍ ଓ ୟୁ ସ୍ୱାକ୍ଷରିତ ହୋଇଛି।ଏହା ଦ୍ୱାରା ୫୪ ହଜାର ୧୩୫ ନିଯୁକ୍ତି ସୁଯୋଗ ସମ୍ଭାବନା ରହିଛି।
powered by social2s

