ବଜ୍ରାଘାତରେ ଚାଷୀ ମୃତ, ୩ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପାଳଲହଡ଼ା: ବଜ୍ରାଘାତରେ ଜଣେ ଚାଷୀ ପ୍ରାଣ ହରାଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ନାଥପୋଷି ଗାଁ ବିଲରେ କାମ କରୁଥିବା ବେଳେ ଅଘଟଣ ଘଟିଛି। ୩ ଗୁରୁତର ପାଳଲହଡ଼ା ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

powered by social2s