ଭୁବନେଶ୍ୱର : ଭୁବନେଶ୍ୱର ପିଏମଜି ଛକରେ ବାଇକକୁ ଧକ୍କା ଦେଲା ମକରଧ୍ୱଜ ଟୁରିଷ୍ଟ ବସ। ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଉତ୍ୟକ୍ତ ଲୋକେ ବସ କାଚ ଭାଙ୍ଗିଦେଇଥିବା ସୂଚନା। ଦୁର୍ଘଟଣା ପରେ ଓଡ଼ିଶା ବିଧାନସଭା ସାମ୍ନା ରାସ୍ତାରେ ଅଟକିଥିଲା ଏକାଧିକ ଗାଡ଼ି। ବସ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗ କରିଛନ୍ତି ଲୋକେ।
powered by social2s

