ଆଜି ଓଡ଼ିଶାର ୫ ଜିଲ୍ଲାରେ ସ୍କୁଲ ଛୁଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜି ଓଡ଼ିଶାର ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ବନ୍ୟା ଏବଂ ଲଗାଣ ବର୍ଷ ଯୋଗୁଁ ସ୍କୁଲ ବନ୍ଦ ରହିଛି। ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଭଦ୍ରକରେ ବିପଦ ସଂକେତ ତଳେ ରହିଛି ବୈତରଣୀ। ଆଖୁଆପଦାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବନ୍ୟାଜଳ। ବିପଦ ସଂକେତ ୧୮.୩୩ ମି ଥିବା ବେଳେ ଜଳସ୍ତର ୧୮.୦୬ ମିଟର ରହିଛି।

powered by social2s