ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଓଡିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ ହୋଇଛି। ଅନଲାଇନ୍ ଟ୍ୟାକ୍ସି ସଂସ୍ଥା ବିରୋଧରେ ଓଡ଼ିଶା ବନ୍ଦ ଡାକରା ଦେଇଛି ସଂଘ। ଓଲା, ଉବେର ଓ ରାପିଡୋ ବିରୋଧରେ କରାଯାଉଛି ଆନ୍ଦୋଳନ। ଅନଲାଇନ୍ ଭଡ଼ା ଉପରେ ସରକାରୀ ନିୟନ୍ତ୍ରଣ ଦାବି କରାଯାଇଛି। ଆନ୍ଦୋଳନକୁ ୨୧ଟି ସଂଗଠନ ସମର୍ଥନ ଜଣାଇଛନ୍ତି।
powered by social2s

