ଭୁବନେଶ୍ୱର : ଆସିଲା ଓଡ଼ିଶାରେ ହୋଇଥିବା ବନ୍ୟାର ପ୍ରାଥମିକ ରିପୋର୍ଟ। ଚଳିତ ବନ୍ୟାରେ ୬ ଜିଲ୍ଲାର ୬୬ ବ୍ଲକ ପ୍ରଭାବିତ ହୋଇଛନ୍ତି। ୧୩୦୪ ଗାଁ ପ୍ରଭାବିତ ହୋଇଥିବା ବେଳେ ୧୨୬ଟି ଗାଁ ପାଣି ଘେରରେ ଥିବା ସୂଚନା। ୭ ଲକ୍ଷ ୮୫ ହଜାର ୧୯୯ ଲୋକ ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ୭୭ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଛି ସୂଚନା। ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
powered by social2s

