ନୟାଗଡ଼ : ନୟାଗଡ଼ ବାଇପାସ୍ ଇଟାମାଟି ନିକଟରେ ୨୦ ଫୁଟ୍ ତଳକୁ ଖସିଲା ବସ୍। ବସ୍ରେ ଥିବା ସମସ୍ତ ୪୦ ଯାତ୍ରୀ ଆହତ ହୋଇଛନ୍ତି। ୩ ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି। ରାତି ୨ଟାରେ ଭାରସାମ୍ୟ ହରାଇ ଓମଶ୍ରୀ ଖସିଲା ଚକାଡ଼ୋଳା ବସ୍। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଉଥିଲା ଯାତ୍ରୀବାହୀ ବସ୍।
powered by social2s

