ବଗି ଛାଡ଼ି ପଳାଇଲା ଇଞ୍ଜିନ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବଲାଙ୍ଗିର: ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ପୁରୁଣାକଟକ-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସର ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍। ବଲାଙ୍ଗିରରୁ ଛାଡ଼ିବା ପରେ ସୁଦପଡ଼ା ରେଲୱେ ଫାଟକ ନିକଟରେ ଛାଡ଼ି ପଳାଇଲା। ୩୦ ମିନିଟ ପରେ ଇଞ୍ଜିନ ଫେରି ବଗିକୁ ଧରି ଭୁବନେଶ୍ବର ଫେରିଥିଲା।

powered by social2s