ଓଡ଼ିଶା ଲୋକଭବନକୁ ଗ୍ରୀନ୍‌ ବିଲ୍ଡିଂ ମାନ୍ୟତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭାରତର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ଗ୍ରୀନ୍‌ ବିଲ୍ଡିଂ ମାନ୍ୟତା ମିଳିଛି। ଭୁବନେଶ୍ୱରରେ ଥିବା ଲୋକଭଵନରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଉତ୍ସବରେ ପ୍ରମାଣପତ୍ର ଦେଲେ ଇଣ୍ଡିଆନ୍‌ ଗ୍ରୀନ୍‌ ବିଲ୍ଡିଂ କାଉନ୍‌ସିଲ୍‌। ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷାରେ ଉଲେଖନୀୟ ପଦକ୍ଷେପ ପାଇଁ ମିଳିଛି ପ୍ରମାଣପତ୍ର।

powered by social2s