ଜଳେଶ୍ବର: ବିପଦ ସଙ୍କେତ ଉପରେ ରହିଛି ସୁବର୍ଣ୍ଣରେଖା ନଦୀର ଜାଲସ୍ତର। ପାଣି ଘେରରେ ରହିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ, ଜଳେଶ୍ବର ଓ ଭୋଗରାଇର ଶତାଧିକ ଗାଁ। ଶତାଧିକ ଗାଁ। ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ ଖୋଲିବା ପରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ୧୩ଟି ଗେଟ ଖୋଲାଯିବା ପରେ ତଳ ମୁଣ୍ଡରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି। ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଜଳସ୍ତର ୧୧.୫୨ ମିଟର ଥିବା ସୂଚନା।
powered by social2s

