ଭୁବନେଶ୍ୱର : ଭୁବନେଶ୍ୱରରେ ୨୧ ଦିନ ଧରି ଚାଲିଥିବା ଶିକ୍ଷକ ଆନ୍ଦୋଳନ ସ୍ଥଗିତ ରହିଛି। ଓଡ଼ିଶା ସରକାରଙ୍କ ସହ ଆଲୋଚନା ପରେ ନିଆଯାଇଛି ନିଷ୍ପତ୍ତି। ଦାବି ପୂରଣ ପାଇଁ ଶିକ୍ଷକଙ୍କ ପକ୍ଷରୁ ୧୫ ଦିନ ମହଲତ ଦିଆଯାଇଛି। ଦାବି ଗୁଡ଼ିକ ଯୁକ୍ତିଯୁକ୍ତ ଅଛି, ଏହି ସବୁ ପୂରଣ ହେବ ବୋଲି ରାଜ୍ୟ ସରକାର ପ୍ରତିଶୃତି ଦେଇଥିବା କହିଛି ଶିକ୍ଷକ ସଂଘ।
powered by social2s

