ପୁରୀ: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚିଲିକାରେ ୪ଦିନ ଭସାପୋଲ ବନ୍ଦ ରଖିବା ପାଇଁ ନିଆଯାଇଛି ନିଷ୍ପତ୍ତି । ଚିଲିକା ହ୍ରଦରେ ପୁରୀ ଜିଲ୍ଲା ସାତପଡ଼ା-ଜାହନିକୁଡ଼ାରେ ବନ୍ଦ ରହିବ ଭସାପୋଲ। ଆଜି ଠାରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ଭସାପୋଲ।
powered by social2s