ମୌସୁମି ଅଧିବେଶନ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜିଠୁ ଓଡ଼ିଶା ବିଧାନସଭାର ମୌସୁମି ଅଧିବେଶନ ଆରମ୍ଭ ହୋଇଛି। ଚଳିତ ମୌସୁମୀ ଅଧିବେଶନରେ ୯ଟି କାର୍ଯ୍ୟଦିବସ ରହିଛି। ଗୃହରେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଗତ କଲେ। ଦିବଂଗତ ପୂର୍ବତନ ବିଧାୟକଙ୍କ ଲାଗି ଶୋକପ୍ରସ୍ତାବ ଆଗତ। ସଂଶୋଧିତ MMDR ଆଇନକୁ ନେଇ ସରଗରମ ହେବ ଗୃହ। ସ୍ବତନ୍ତ୍ର ମୋସନ ଜରିଆରେ ଆଲୋଚନା ପାଇଁ ବିଜେଡି ଦାବି କରିଛି। ଶିକ୍ଷକ-ଚାଷୀ ସମସ୍ୟା ବି ଉଠାଇବେ ବିରୋଧୀ। ବିରୋଧୀଙ୍କୁ କାଉଣ୍ଟର ପାଇଁ ଶାସକ ଦଳ ପ୍ରସ୍ତୁତ ରହିଛି।

powered by social2s