୭ ଗେଟ୍‌ ଖୋଲିଲା ଗାଲୁଡ଼ିହି ବ୍ୟାରେଜ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଳେଶ୍ୱର: ପ୍ରବଳ ବର୍ଷା ପରେ ଗେଟ୍‌ ଖୋଲିଲା ଛତିଶଗଡ଼।

ଆଜି ଗାଲୁଡ଼ିହି ବ୍ୟାରେଜ୍‌ର ୭ଟି ଗେଟ୍ ଖୋଲାଯାଇଛି।

ସୁବର୍ଣ୍ଣରେଖା ନଦୀରେ ବଢିପାରେ ଜଳସ୍ତର।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ପ୍ରଭାବିତ ହେବା ସମ୍ଭାବନା ରହିଛି।

powered by social2s