ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଆର୍ଟ କଲେଜ ପରିସରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । କଲେଜର ୨ଟି କମ୍ପୁଟର, ଟିଭି ଏବଂ ଅନେକ ଆବଶ୍ୟକୀୟ ଫାଇଲ ପୋଡ଼ି ପାଉଁଶ ହୋଇଯାଇଛି।
powered by social2s