ନନ୍ଦନକାନନରେ ସାଙ୍ଗାଇ ହରିଣର ନୂଆ ଶାବକ ଜନ୍ମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନରେ ସାଙ୍ଗାଇ ହରିଣର ନୂଆ ଶାବକ ଜନ୍ମ ଗ୍ରହଣ କରିଛି। ଶାବକ ଜନ୍ମ ପରେ ବଢ଼ିଲା ସାଙ୍ଗାଇ ହରିଣ ସଂଖ୍ୟା। ୧୯୮୪ରୁ ନନ୍ଦନକାନନରେ ଚାଲିଥିବା ପ୍ରଜନନ ସଫଳ ହୋଇଛି।

powered by social2s