ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ଅଧିକ ଟଙ୍କା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଓଡ଼ିଶାରେ ଅଙ୍ଗନବାଡ଼ି କର୍ମୀଙ୍କୁ ଶାଢୀ ବାବଦରେ ମିଳିବ ଅଧିକ ଟଙ୍କା। ବାର୍ଷିକ ୨ଟି ଶାଢୀ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ୧୫୦୦ ଟଙ୍କା। ପୂର୍ବରୁ ଶାଢୀ ବାବଦରେ ପ୍ରତ୍ୟେକ ମହିଳାଙ୍କୁ ମିଳୁଥିଲା ୧୩୯୦ ଟଙ୍କା। ଏହି ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

powered by social2s