ଆଜି ପବିତ୍ର ମୂଳାଷ୍ଟମୀ, ମା' ଶାରଳାଙ୍କ ପୀଠରେ ଆରମ୍ଭ ହେଲା ପାର୍ବଣ ପୂଜା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଗତସିଂହପୁର: ଆଜି ପବିତ୍ର ମୂଳାଷ୍ଟମୀ। ଆଜିଠାରୁ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ ସ୍ଥିତ ମା' ଶାରଳାଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ ହୋଇଛି। ଆଜିଠୁ ବିଭିନ୍ନ ବେଶରେ ଦର୍ଶନ ଦେବେ ମା' ଶାରଳା। ପ୍ରତ୍ୟେକ ସନ୍ଧ୍ୟାରେ ହେବ ଜଗତ ଜନନୀଙ୍କ ସୁନା ବେଶ। ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ଚାଲିବ ପୂଜାର୍ଚନା।

powered by social2s