ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର କଲେଜରେ ବୋମାମାଡ଼ ହୋଇଛି। କଲେଜରେ ନିର୍ବାଚନ ପୂର୍ବରୁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଫୁଟିଲା ବୋମା। ଛାତ୍ରଛାତ୍ରୀ ଭୟଭୀତ ହୋଇଛନ୍ତି। ଆଜି ଭୋର ୩ଟା ୨୦ ରେ ପ୍ରଥମେ ପ୍ରିନ୍ସିପାଲଙ୍କ ବାସଭବନ ଆଗରେ ଫୁଟିଲା ବୋମା। ପରେ ପଠାଣି ସାମନ୍ତ ଛାତ୍ର ନିବାସ ଆଗରେ ୩ ରୁ ୪ଟି ବୋମା ଫୁଟିଥିବା ସୂଚନା।
powered by social2s

