ଭୁବନେଶ୍ୱର : ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଜେସିବି ବାଜି ଫାଟିଲା ଗ୍ୟାସ ପାଇପ୍ ଲାଇନ୍। ପାଇପ୍ ଲାଇନ୍ କାମ ଚାଲିଥିବା ବେଳେ ଘଟିଲା ଅଘଟଣ। ପ୍ରାୟ ୪୦ ମିନିଟ୍ ଧରି ଲିକ୍ ହେଲା ଗ୍ୟାସ୍। ସ୍ଥିତି ଆୟତ୍ତ କଲା ଅଗ୍ନିଶମ ବାହିନୀ। ବିଳମ୍ବିତ ରାତିରେ ସରିଲା ମରାମତି କାର୍ଯ୍ୟ।
powered by social2s