ପାରାଦୀପ : ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ଜଗତସିଂହପୁର ଜିଲ୍ଲା ପାରାଦୀପ କଳିଙ୍ଗ ବାଲିଯାତ୍ରା। ୭ ଦିନ ଧରି ଚାଲିବ ବାଲିଯାତ୍ରା, ଆବଶ୍ୟକ ପଡ଼ିଲେ ବଢ଼ିବ ଅବଧି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ ବାଲିଯାତ୍ରାର ଉଦ୍ଘାଟନ। ଅଲିଉଡ଼ ଓ ବାଲିଉଡର ନାମୀ ଦାମୀ କଳାକାର ହେବେ ସାମିଲ।
powered by social2s

