ପୁରୀ: ପୁରୀ ବାଲିଗୁଆଳି ରେ କୋଭିଡ ହସ୍ପିଟାଲ ଲୋକାର୍ପିତ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡ଼ିଓ କନ୍ଫରେନସିଂ ରେ ଲୋକାର୍ପଣ ହୋଇଛି ଏହି ହସ୍ପିଟାଲ ଯେଉଁଥିରେ ୧୫୦ କୋଭିଡ ବେଡ,୨୦ ଟି ଆଇସିୟୁ, ୪୦ ଏଚଡିୟୁ ବେଡ ଓ ୯୦ ସାଧାରଣ ବେଡ ବ୍ୟବସ୍ଥା ରହିଛି। ଭୁବନେଶ୍ୱର ସମ ହସ୍ପିଟାଲ ତତ୍ୱାବଧାନରେ ଚାଲିବ କୋଭିଡ ହସ୍ପିଟାଲ।
powered by social2s

