କଟକରେ ବାହାଘର ଭୋଜି ବେଳେ ଚଢ଼ାଉ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକରେ ବାହାଘର ଭୋଜି ବେଳେ ମହାନଗର ନିଗମର ଚଢ଼ାଉ ହୋଇଛି। ଆୟୋଜକଙ୍କ ବିରୋଧରେ ପୁରିଘାଟ ଥାନାରେ ଏତଲା ଦେଲା CMC ର ପ୍ରବର୍ତ୍ତନ ସ୍କ୍ୱାର୍ଡ । ପିଠାପୁର ଖୁଣ୍ଟିଆ ଲେନରେ ୨ ଶହ ଲୋକଙ୍କ ପାଇଁ ଭୋଜିର ଆୟୋଜନ ହୋଇଥିଲା ।

powered by social2s