ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗାଁରେ ଗ୍ୟାସ ଟାଙ୍କି ଫାଟି ଜଣେ ପ୍ରାଣ ହରାଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ରୋଷେଇ ବେଳେ ଫାଟିଲା ଟାଙ୍କି। ୪ ବର୍ଷର ଶିଶୁ ପ୍ରାଣ ହରାଇଥିବା ସୂଚନା। ଗୁରୁତର ଆହତ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
powered by social2s