ପିପିଲି: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବରାଳ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ୧୬୩ ବିଏନ ଏସ ଏସ ଲାଗୁ କରାଯାଇଛି। ମନ୍ଦିରର ୫୦୦ ମିଟର ପରିସରରେ ୧୬୩ ଜାରି କଲା ସତ୍ୟବାଦୀ ପ୍ରଶାସନ। ୨ଟି ରାଜନୈତିକ ଗୋଷ୍ଠୀ ମଧ୍ୟରେ ଥିବା ଶତ୍ରୁତା କାରଣରୁ ଲାଗିଛି କଟକଣା।
powered by social2s