କଟକ ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ପୋଲିସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକର ଦୁର୍ଗାପୂଜା ପାଇଁ ପୋଲିସ ସଜାଗ ଅଛି ବୋଲି କହିଛନ୍ତି ଡିଜିପି ବିନୟତୋଷ ମିଶ୍ର। ପୂଜା ପାଇଁ ମୁତୟନ ହୋଇଛନ୍ତି ୧୩୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୫୦୦ରୁ ଊର୍ଦ୍ଧ୍ବ ଅଧିକାରୀ। ଶାନ୍ତିଶୃଙ୍ଖଳାରେ ପୂରା ପୂଜା ସମାପ୍ତ ହେବ। ମୁଖ୍ୟ ଦୁର୍ଗା ମଣ୍ଡପ ପାଖରେ ୪ ଚକିଆ ଯାନକୁ ଅନୁମତି ନାହିଁ ବୋଲି ସେ କହିଛନ୍ତି।

powered by social2s