ଭୁବନେଶ୍ୱର : ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାଇଁ ଚଳାଚଞ୍ଚଳ ହୋଇଉଠିଛି ସାରା ଓଡ଼ିଶା। ଉଭୟ ମଣ୍ଡପ ଏବଂ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆକର୍ଷିତ କରୁଛି ଭୁବନେଶ୍ୱର ଓ କଟକରେ କରାଯାଇଥିବା ସୁଉଚ ତୋରଣ ଓ ଆଲୋକମାଳା। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚନା। ଆଜି ହେଉଛି ନବରାତ୍ରିର ଅଷ୍ଟମ ଦିନ।
powered by social2s

