ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜିରେ ଆଖିବୁଜିଲେ ଯୋଡ଼ା ମୁଣ୍ଡ ଶିଶୁ। ଚିକିତ୍ସାଧୀନ ଅବସ୍ଥାରେ ଯୋଡ଼ା ମୁଣ୍ଡ ଶିଶୁର ମୃତ୍ୟୁ ହୋଇଛି। ଗୋଟିଏ ଶରୀର, ଗୋଟେ ହାର୍ଟ ସହ ଥିଲା ୨ଟି ମୁଣ୍ଡ। ଗତ ୧୨ ତାରିଖରେ ଜନ୍ମ ହୋଇଥିଲା ଯୋଡ଼ା ମୁଣ୍ଡ ଶିଶୁ ଡାକ୍ତରୀ ଟିମ୍ର ପ୍ରୟାସ ସତ୍ତ୍ବେ ବିଫଳ ହେଲା ଚିକିତ୍ସା।
powered by social2s

