ଭୁବନେଶ୍ୱର : ଶପଥ ନେଲେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ। ରାଜଭବନ ଅଭିଷେକ ହଲରେ ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି। ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଝାଡ଼ଖଣ୍ଡର ପଲାମୁ ଲୋକସଭା ଆସନର ପୂର୍ବତନ ସାଂସଦ ହେଉଛନ୍ତି ବ୍ରଜ ମୋହନ ରାମ। ସେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତିଙ୍କ ସ୍ଥାନ ନେଇଛନ୍ତି ।
powered by social2s

