ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ପୀଠ ଓ ମଣ୍ଡପଗୁଡ଼ିକରେ ମା'ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଜମିଛି। ବେଦମନ୍ତ୍ର, ଝାଞ୍ଜ ଓ ମୃଦଙ୍ଗ ନାଦରେ ସାରା ପରିବେଶ ଭକ୍ତିମୟ ଓ ପ୍ରକମ୍ପିତ ହୋଇଉଠିଛି। ଆଜି ଶକ୍ତିପୀଠରେ ବିଜୟାଦଶମୀ।
powered by social2s