ସୁନ୍ଦରଗଡ଼: ସୁନ୍ଦରଗଡ଼ ଅଁଳାବାହାଲ ଛକ ନିକଟ କୋଲ୍ କରିଡରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଫଳରେ ଉଭୟ ଗାଡ଼ିର ଡ୍ରାଇଭର ଗାଡ଼ି ଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଦୁଇ ଡ୍ରାଇଭର ବିହାରର ବୋଲି ଜଣାପଡ଼ିଛି।
powered by social2s

