ଭୁବନେଶ୍ୱର: ବାତ୍ୟାର ରୂପ ନେଲା ୟସ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଥିବା ସୂଚନା। ମେ ୨୬ ମଧ୍ୟାହ୍ନ ରେ ଲ୍ୟାଣ୍ଡଫଳ କରିବ ବାତ୍ୟା। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ ଟି ଜିଲ୍ଲାରେ ଲାକଡାଉନ କଟକଣା କୋହଳ କରିଛନ୍ତି। ଆଜି ଓ ଆସନ୍ତାକାଲି ଏହା ଲାଗୁ ହେବ। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସକାଳ ୭ ଟା ରୁ 1 ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ।
powered by social2s

