କଟକ : କଟକରେ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରିଛି ମହାନଗର ନିଗମର ଖାଦ୍ୟ ନିରାପତ୍ତା ଟିମ୍। ପ୍ରାୟ ୫୦ କେଜିରୁ ଅଧିକ ମିଠା ନଷ୍ଟ କରାଯାଇଛି। ଦୀପାବଳୀ ପୂର୍ବରୁ ବାସୀ ଓ ଖରାପ ମିଠା ବ୍ୟବସାୟ ହେଉଥିବା ଖବର ପାଇ ହୋଇଛି ଚଢ଼ାଉ।
powered by social2s