ବିନ୍ଦୁସାଗର କୂଳରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦୀପାବଳି ଅମାବାସ୍ୟା ପାଇଁ ଆଜି ଭୋର ୪ଟାରୁ ଭୁବନେଶ୍ୱର ବିନ୍ଦୁସାଗର କୂଳରେ ପିତୃ ତର୍ପଣ ଓ ପିଣ୍ଡଦାନ ଚାଲିଛି। ଏଯାଏଁ ୨୦୦ରୁ ଅଧିକ ପରିବାର ପିଣ୍ଡଦାନ କରି ସାରିଲେଣି। ତଥାପି କୂଳରେ ଲମ୍ବା ଧାଡ଼ି ଲାଗି ରହିଛି। ପୁରୋହିତଙ୍କ ମନ୍ତ୍ରପାଠ ମଧ୍ୟରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ମୋକ୍ଷ ଓ ପରିବାରର ମଙ୍ଗଳ କାମନା କରୁଛନ୍ତି।

powered by social2s