ମହାନ୍ ସ୍ଵାଧୀନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ବନିତା ଏକ୍ଟିଭିଟୀ ସ୍କୁଲ ତରଫରୁ ସୁନ୍ଦର ନାଟକ ପରିବେଷଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ମହାନ୍ ସ୍ଵାଧୀନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ବନିତା ଏକ୍ଟିଭିଟୀ ସ୍କୁଲ ର ନିର୍ଦ୍ଦେଶକ ଡକ୍ଟର ବନିତା ମହାପାତ୍ର ଙ୍କ ନିର୍ଦ୍ଦେଶନା ରେ ଛୋଟ ଛୋଟ ଶିଶୁ ଏବଂ ଶିକ୍ଷକ ଙ୍କ ସହିତ ସୁନ୍ଦର ନାଟକ ପରିବେଷଣ କରିଛନ୍ତି। ଏହି ନାଟକ ମଧ୍ୟମ ରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଦେଶ ପ୍ରେମ, ତ୍ୟାଗ ଓ ବଳିଦାନ ର ଗାଥା କୁ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଜୟପୁର ର ମହାନ୍ ବ୍ୟକ୍ତି ଯଥା ବି. ଡି. ଓ ଏବଂ SDIPRO ଉପସ୍ଥିତ ରହି ପିଲା ମାନଙ୍କୁ ପୁରସ୍କାର ବିତରଣ କରିଲେ । ଶିଶୁ ଏବଂ ଶିକ୍ଷକ ମାନଙ୍କର ଏହି ପ୍ରୟାସ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା ।

powered by social2s