ପୁରୀରେ ଧରାପଡ଼ିଲେ ୫ ନକଲି ଗୁମାସ୍ତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଭକ୍ତଙ୍କୁ ଦର୍ଶନ କରାଇବା ବାହାନାରେ ଟଙ୍କା ଲୁଟୁଥିବା ୫ ଜଣ ନକଲି ଗୁମାସ୍ତାଙ୍କୁ ସିଂହଦ୍ୱାର ପୋଲିସ ଗିରଫ କରିଛି। ପୁରୀ ଏସ୍‌ପି ପ୍ରତୀକ ସିଂ କହିଛନ୍ତି, କାଲି ମହିଳା ଭକ୍ତଙ୍କୁ ଠକେଇ କରିଥିବା ବ୍ୟକ୍ତି ମଧ୍ୟ ଏମାନଙ୍କ ଭିତରେ ଅଛି। ଭକ୍ତଙ୍କୁ ସତର୍କ କରାଇ ଏସ୍‌ପି କହିଛନ୍ତି, କେହି ଦର୍ଶନ ପାଇଁ ଟଙ୍କା ମାଗିଲେ ସାଙ୍ଗେ ସାଙ୍ଗେ ପୋଲିସକୁ ଖବର ଦିଅନ୍ତୁ।

powered by social2s